ପୁଣି ଲଜ୍ଜା : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଅଟକ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷ ବୟସର ନାବାଳିକାକୁ ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ନାବାଳକ ଅଟକ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳରେ ଜଣେ ୬ ବର୍ଷ ବର୍ଷୀୟ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ତାକୁ ସ୍ଥାନୀୟ ଅଞ୍ଚଳର ୧୫ ବର୍ଷ ବୟସର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇଥିଲା। ଘରେ ନିଜ … Continue reading ପୁଣି ଲଜ୍ଜା : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଅଟକ